03

ଏଥିରେ ପୋଟାସିୟମ, କ୍ୟାଲେସିୟମ, ଫାଇଭର, ଭିଟାମିନ ଭଳି ଅନେକ ପୋଷକ ତତ୍ତ୍ବ ରହିଛି, ଯାହା ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଲାଭଦାୟକ । ଏହି ଚୋପାର ଫାଇଦା ବିଷୟରେ ଜାଣିଲେ ଆପଣ ଆଉ ଏହାକୁ ଫିଙ୍ଗିବେ ନାହିଁ ।ଏହାସହ ଆଳୁରେ ଅଧିକ ପରିମାଣରେ ଷ୍ଟ୍ରାର୍ଚ୍ଚ ରହିଛି। ତେଣୁ ଆଳୁର ଚୋପାକୁ ମୁହଁରେ ଲଗାଇବା ଦ୍ବାରା କୁଞ୍ଚନ ସମସ୍ୟା ଦୂର ହୋଇଥାଏ।






