best news portal development company in india

Bhumi Amla: କିଡନୀ ଓ ଲିଭର ପାଇଁ ରାମବାଣ ଭଳି କାମ କରେ ଭୂଇଁ ଅଁଳା; ଜାଣି ନିଅନ୍ତୁ ବ୍ୟବହାର, ନଚେତ୍…

SHARE:

03

 ଆୟୁର୍ବେଦ ଅନୁସାରେ, ପ୍ରକୃତିରେ ଥିବା ପ୍ରତ୍ୟେକ ଜିନିଷର କିଛି ନା କିଛି ଉପଯୋଗୀତା ଅଛି। ତେବେ ଆମେ ପ୍ରାୟତଃ ଆମର ଘର ଏବଂ କ୍ଷେତରେ ବଢ଼ୁଥିବା ଅନାବଶ୍ୟକ ଗଛଗୁଡ଼ିକୁ ଉପାଡ଼ି ଦେଇଥାଉ, କିନ୍ତୁ ଏହି ଗଛଗୁଡ଼ିକ ମଧ୍ୟରୁ ଅନେକ ଔଷଧୀୟ ଗୁଣରେ ଭରପୁର। ଭୂଇଁ ଅଅଁଳା ହେଉଛି ଏପରି ଏକ ଗଛ, ଏହାର ବୈଜ୍ଞାନିକ ନାମ ଫାଇଲାନ୍ଥସ୍ ନିରୁରି। ଆୟୁର୍ବେଦ ଅନୁସାରେ, ପ୍ରକୃତିରେ ଥିବା ପ୍ରତ୍ୟେକ ଜିନିଷର କିଛି ନା କିଛି ଉପଯୋଗୀତା ଅଛି। ତେବେ ଆମେ ପ୍ରାୟତଃ ଆମର ଘର ଏବଂ କ୍ଷେତରେ ବଢ଼ୁଥିବା ଅନାବଶ୍ୟକ ଗଛଗୁଡ଼ିକୁ ଉପାଡ଼ି ଦେଇଥାଉ, କିନ୍ତୁ ଏହି ଗଛଗୁଡ଼ିକ ମଧ୍ୟରୁ ଅନେକ ଔଷଧୀୟ ଗୁଣରେ ଭରପୁର। ଭୂଇଁ ଅଅଁଳା ହେଉଛି ଏପରି ଏକ ଗଛ, ଏହାର ବୈଜ୍ଞାନିକ ନାମ ଫାଇଲାନ୍ଥସ୍ ନିରୁରି।

ଆୟୁର୍ବେଦ ଅନୁସାରେ, ପ୍ରକୃତିରେ ଥିବା ପ୍ରତ୍ୟେକ ଜିନିଷର କିଛି ନା କିଛି ଉପଯୋଗୀତା ଅଛି। ତେବେ ଆମେ ପ୍ରାୟତଃ ଆମର ଘର ଏବଂ କ୍ଷେତରେ ବଢ଼ୁଥିବା ଅନାବଶ୍ୟକ ଗଛଗୁଡ଼ିକୁ ଉପାଡ଼ି ଦେଇଥାଉ, କିନ୍ତୁ ଏହି ଗଛଗୁଡ଼ିକ ମଧ୍ୟରୁ ଅନେକ ଔଷଧୀୟ ଗୁଣରେ ଭରପୁର। ଭୂଇଁ ଅଅଁଳା ହେଉଛି ଏପରି ଏକ ଗଛ, ଏହାର ବୈଜ୍ଞାନିକ ନାମ ଫାଇଲାନ୍ଥସ୍ ନିରୁରି।

Source link

Dak Khabar
Author: Dak Khabar

Leave a Comment