best news portal development company in india

ବଡ଼ ବାତ୍ୟାର ରୂପ ନେଇପାରେ ଦୁଇଟି ଲଘୁଚାପ! ଡାଉନ୍ ଟୁ ଆର୍ଥର ବଡ଼ ତଥ୍ୟ

SHARE:

04

 Weather Update: ଏହାର ଗତି କେଉଁଆଡେ ରହିବ ଓ କିଭଳି ରୂପ ନେବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି, ବର୍ତ୍ତମାନର ପାଣିପାଗ ସ୍ଥିତି ଅନୁଯାୟୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସେହି ସମାନ ସ୍ଥାନରେ ଅବପାତ, ଗଭୀର ଅବପାତ ଓ ବାତ୍ୟାର ରୂପ ନେବ । Weather Update: ଏହାର ଗତି କେଉଁଆଡେ ରହିବ ଓ କିଭଳି ରୂପ ନେବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି, ବର୍ତ୍ତମାନର ପାଣିପାଗ ସ୍ଥିତି ଅନୁଯାୟୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସେହି ସମାନ ସ୍ଥାନରେ ଅବପାତ, ଗଭୀର ଅବପାତ ଓ ବାତ୍ୟାର ରୂପ ନେବ ।

Weather Update: ଏହାର ଗତି କେଉଁଆଡେ ରହିବ ଓ କିଭଳି ରୂପ ନେବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି, ବର୍ତ୍ତମାନର ପାଣିପାଗ ସ୍ଥିତି ଅନୁଯାୟୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସେହି ସମାନ ସ୍ଥାନରେ ଅବପାତ, ଗଭୀର ଅବପାତ ଓ ବାତ୍ୟାର ରୂପ ନେବ ।

Source link

Dak Khabar
Author: Dak Khabar

Leave a Comment